Baha Hebi Sei Jhia Ku Humane Sagar & Mantu Chhuria Odia Lyrics Embedded With Song

Song Details :

 Song : Baha Hebi Sei Jhia Ku (Studio Version)

Singer : Humane Sagar & Mantu Chhuria

Lyrics : Janmejaya Panda

Odia Lyrics : OdiaLyrics.music.blog

ଆଲୋ ମୋର ଷୋହଳ ଵୟଶୀ ହୋଇ ଯା ମୋର ମିସ୍ମନ କହେ ତୋ ଓଠରେ କରନ୍ତି ଡେଲି କିସ୍ 😘


ଆଲୋ ମୋର ଷୋହଳ ଵୟଶୀ ହୋଇ ଯା ମୋର ମିସ୍ମନ କହେ ତୋ ଓଠରେ କରନ୍ତି ଡେଲି କିସ୍ 😘


ଥରେ ଖାଲି କହିଦେ ଲୋ ମୁଁ ତୋର lover viral କରିଦେବି ଆମୋ ପ୍ରେମ ଖବର ।


ମିଡ଼ିଆ ରେ ତୋର ମୋର ଖେଳ ଚାଲିବ ।
        କହିଦିଅ କହିଦିଅ ମୋ ବୋଉ କୁ 😅 

ମୁଁ ବାହା ହେବି ବାହା

ହେବି ସେଇ ଝିଅ କୁ 
        କହିଦିଅ କହିଦିଅ ମୋ ବୋଉ କୁ 😅     

       ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।

ଦେଖିଲେ ସୁନ୍ଦରୀ ନାରୀ କିଏ ହେବ ବ୍ରହ୍ମଚାରୀ  

  💘 ତୋ ପାଇଁ ମୋ ଦିଲ୍ ତଳେ ବାଜେ ମହୁରୀ ।

ଇଶରା ଦେଲେ ତୁ ଗୋରୀ ଚାଲେ ଲୋ କଟକ ପୁରୀ 

  ତୋ ଚାହାଣି କୁ କପି କରି ଷ୍ଟାର୍ ମାଧୁରୀ ।

ଆଲୋ ମୋର ନାଲି ଚିଡ଼ିଆ ଦେଇ ଦେ ମୋତେ ଦିଲ୍ 

ହାତ ଦେଇ ମୋ ଛାତିରେ ସିଖିଯା Love Feel ।


ଯୋଉ ଦିନ ଦେଇଁଯିବି ତୋ ଘର ବୋଡର 

ଜଣିଥା ମୁଁ ଟେକି ନେବି ଦେବି ନାହିଁ ଅଡ଼ର ।


ରଙ୍ଗିଲା ତୁ ସବୁ ଛକରେ ଦଙ୍ଗା ଉଠିବ
  କହିଦିଅ କହିଦିଅ ମୋ ବୋଉ କୁ 😅   ।

ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 
     

କହିଦିଅ କହିଦିଅ ମୋ ବୋଉ କୁ 😅       

ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।


ଦିନ ଖୋଜୁଛି ତାରା ରାତିରେ ଖୋଜୁଛି ଖରା  

ତୋ ପାଇଁ ମୋ ଫିଲିଂ ଟା ପୁରା ନିଆରା😘।


ଆରେ ହସିଲେ ବେବି ତୁ ପରା ଲାଗେ ତୁ ସତେ କି ପ୍ୟାରା  

 ତୋ ପାଇଁ ମୁଁ ଫାଙ୍କା ଅଛି ପୁରା କୁଆଁରା ।

ଆଲୋ ମୋର ଛାଇଁ ଛଟକି ଦେଇ ଦେ ଗୋଟେ କଲ    

ବିଦ୍ୟା ରାଣ ତୋ ସାଥୀରେ ବୁଲିବି ସବୁ ମଲ୍ ।


🙉ଦେଖିଲେ ଦେଖୁ ପଛେ ମୋ OLD father 

ଘର ଛାଡ଼ି ଯିବା ଚାଲି ଘୋଡି ହେଇ ଚାଦର ।


 ଆଖି ଥରେ ମାରିଲେ ତୁ ନିଆଁ ଜଳିବ 
      କହିଦିଅ କହିଦିଅ ମୋ ବୋଉ କୁ 😅 ।

           ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।

କହିଦିଅ କହିଦିଅ ମୋ ବୋଉ କୁ 😅    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 


        କହିଦିଅ କହିଦିଅ ମୋ ବୋଉ କୁ 😅             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।

କହିଦିଅ କହିଦିଅ ମୋ ବୋଉ କୁ 😅    ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 


        କହିଦିଅ କହିଦିଅ ମୋ ବୋଉ କୁ 😅             ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ 


                    କହିଦିଅ କହିଦିଅ ମୋ ବୋଉ କୁ 😅                     ମୁଁ ବାହା ହେବି ବାହା ହେବି ସେଇ ଝିଅ କୁ ।